RTE 12.1.c ସମ୍ବନ୍ଧୀୟ କୋଣସି ସୂଚନା ପାଇଁ, ଦୟାକରି ଆମର ଟୋଲ୍ ଫ୍ରି ହେଲ୍ପଲାଇନ 1800 3456 722 ରେ ଯୋଗାଯୋଗ କରନ୍ତୁ | ଆମର ସମର୍ଥନ ଦଳ ସୋମବାର ଠାରୁ ଶନିବାର, ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ଉପଲବ୍ଧ| For any information about RTE 12.1.c, please contact our toll-free helpline at 1800 3456 722. Our support team is available from Monday to Saturday, between 10 AM and 5 PM.
Notifications

09-Jun-2023

ଶିକ୍ଷା ବର୍ଷ ୨୦୨୩-୨୪ର ତୃତୀୟ ପର୍ଯ୍ୟାୟ ଅନଲାଇନ୍ ରାଣ୍ଡମ ଲଟେରୀ (Online random lottery)ର ଫଳାଫଳ ଆସି ଯାଇଅଛି |

ଅଭିଭାବକମାନେ RTE ପାରାଦର୍ଶୀ ପୋର୍ଟାଲର "Lottery Result" ରେ ଟ୍ୟାବ କରି ନିଜ ପଞ୍ଜୀକରଣ ନମ୍ବର (registration number) ମାଧ୍ୟମରେ ଫଳାଫଳ ଜାଣି ପାରିବେ |

18-May-2023

ଚଳିତ ଶିକ୍ଷାବର୍ଷ ପାଇଁ ଛାତ୍ରଛାତ୍ରୀ ପଞ୍ଜୀକରଣର ତୃତୀୟ ଅଥବା ଶେଷ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି, ଏହା ୩୧ ମେ ୨୦୨୩ ପର୍ଯ୍ୟନ୍ତ ଖୋଲା ରହିବ |

ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟର ନାମଲେଖାପରେ ଯେଉଁ ବିଦ୍ୟାଳୟ ଗୁଡିକରେ ସିଟ୍‌ ବଳକା ରହିଯାଇଥିବ, କେବଳ ସେହି ବିଦ୍ୟାଳୟ ଗୁଡିକ ତୃତୀୟ ପର୍ଯ୍ୟାୟ ପଞ୍ଜୀକରଣ ପାଇଁ ଦର୍ଶାଇବ |

18-May-2023

ତୃତୀୟ ପର୍ଯ୍ୟାୟ ଅନଲାଇନ୍ ଲଟେରୀ ଫଳାଫଳ (Online random lottery) ୮ ଜୁନ ୨୦୨୩ରେ ପ୍ରକାଶ ପାଇବ |

03-May-2023

ଛାତ୍ରଛାତ୍ରୀଙ୍କ ଲଟେରୀ ଫଳାଫଳ ପ୍ରକାଶ ହୋଇଯାଇଛି | ଅଭିଭାବକ ଏବଂ ବିଦ୍ୟାଳୟଗୁଡିକୁ ଅନୁରୋଧ ଯେ, ସେମାନେ ତା୬.୫.୨୦୨୩ରିଖ ସୁଦ୍ଧା ଆଡିମିଶନ ପ୍ରକ୍ରିୟା ସମାପନ କରନ୍ତୁ |

11-April-2023

ଛାତ୍ରଛାତ୍ରୀ ପଞ୍ଜୀକରଣର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି ଏବଂ ଏହାର ସମୟସୀମା ୧୧ ଏପ୍ରିଲ ରୁ ୨୪ ଏପ୍ରିଲ ୨୦୨୩ ପର୍ଯ୍ୟନ୍ତ ରହିବ |

ଦ୍ୱିତୀୟ ପର୍ଯ୍ୟାୟ ପାଇଁ କେବଳ ସେହି ବିଦ୍ୟାଳୟଗୁଡ଼ିକ ଦର୍ଶାଇବ, ଯେଉଁ ବିଦ୍ୟାଳୟରେ ପ୍ରଥମ ପର୍ଯ୍ୟାୟର ନାମଲେଖା ପରେ ସିଟ୍ ଖାଲି ଥିବ |

03-April-2023

ଶିକ୍ଷା ବର୍ଷ ୨୦୨୩-୨୪ର ପ୍ରଥମ ପର୍ଯ୍ୟାୟ ଅନଲାଇନ୍ ରାଣ୍ଡମ ଲଟେରୀ (Online random lottery)ର ଫଳାଫଳ ଆସି ଯାଇଅଛି |

ଅଭିଭାବକମାନେ RTE ପାରାଦର୍ଶୀ ପୋର୍ଟାଲର "Lottery Result" ରେ ଟ୍ୟାବ କରି ନିଜ ପଞ୍ଜୀକରଣ ନମ୍ବର (registration number) ମାଧ୍ୟମରେ ଫଳାଫଳ ଜାଣି ପାରିବେ |

27-March-2023

Please note that the lottery for the first round of student admissions in the academic session 2023-24 will be conducted in the evening of Tuesday, March 28. Parents and schools can check for the allotted schools after 6 PM.

23-Feb-2023

All schools registered for academic session 2022-23 having COR, must edit and update school profile for academic session 2023-24.
Please contact concerned BEO offices for more information.

23-Feb-2023

Student Registration started.
(ଛାତ୍ର/ଛାତ୍ରୀ ପଞ୍ଜୀକରଣ ଆରମ୍ଭ ହୋଇଯାଇଛି | ( ଛାତ୍ର/ଛାତ୍ରୀ ପଞ୍ଜୀକରଣର ଶେଷ ତାରିଖ ମାର୍ଚ୍ଚ ୧୬))


Students Registered
[[DashStat.students]]
Schools
[[DashStat.schools]]
Available Seats
[[DashStat.avalable_seats]]
Allotted Students
[[DashStat.total_allotted_students]]
Nursery
  • Date range: 2nd September 2021 to 1st September 2022
  • Age: 3-4 years
LKG
  • Date range: 2nd September 2020 to 1st September 2021
  • Age: 4-5 years
Class 1
  • Date range: 9th September 2025 to 9th September 2025
  • Age: 6+ years

The Child with Special Needs (CWSN) category in the age group of 3-9 years is eligible for taking admission in any entry class as per the availability of seats in the neighborhood schools.

Right to Education Act

The Right of Children to Free and Compulsory Education Act was passed by the Indian Parliament in 2009 to provide free and compulsory elementary education to all children of the age of six to fourteen years in the country. The Act intends to provide equity in educational opportunities, in consonance with Article 21A of the Constitution, by creating an inclusive and integrated schooling system by mandating private unaided schools to reserve at least 25% of the seats, in their entry classes, for children coming from socially and economically disadvantaged backgrounds, under Section 12(1)(c).

School and Mass Education Department, Government of Odisha has launched this online RTE-PARADARSHI portal to manage the implementation of the provision with more transparency and accountability.

Press Mentions